ଠକେଇ ମାମଲାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ବ୍ୟାଙ୍କ କର୍ମଚାରୀଙ୍କ ନାମ ବେଦବ୍ୟାସ ବାରିକ ହୋଇଥିବାବେଳେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ୪ଟି ପ୍ଲଟ, ଗୋଟିଏ ଫ୍ଲାଟ ଓ ୮ଟି ବ୍ୟାଙ୍କ ଆକାଉଣ୍ଟର ଜମା ଅର୍ଥ … Continue reading ଠକେଇ ମାମଲାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପତ୍ତି ଆଟାଚ କଲା ଇଡି